ପିପିଲି ଆସନ ଦଖଲ ପାଇଁ ମହାଲଢ଼େଇ

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ରୁଦ୍ର ମହାରଥୀ ଓ ଅଜିତ ମଙ୍ଗରାଜ ଭୁବନେଶ୍ବର : ପୁରୀ ଜିଲ୍ଲା ସଭାପତି ଅଜିତ ମଙ୍ଗରାଜ କଂଗ୍ରେସରୁ ଲଢ଼ିବେ ବୋଲି ହାଇକମାଣ୍ଡ ଘୋଷଣା କରିବା ପରେ ଆସନ୍ତା ୧୭ ତାରିଖରେ ହେବାକୁ ଥିବା ପିପିଲି ଉପନିର୍ବାଚନ ପ୍ରାର୍ଥିତ୍ବକୁ ନେଇ ସୃଷ୍ଟି ହୋଇଥିବା ଉତ୍କଣ୍ଠାର ଆପାତତଃ ଅବସାନ ଘଟିଛି। ମଇଦାନରେ ବିଜେଡିର ରୁଦ୍ର ମହାରଥୀଙ୍କୁ ବାଦ୍‌ଦେଲେ ଅନ୍ୟ ଦୁଇ ପ୍ରାର୍ଥୀ ଅର୍ଥାତ୍ ଶ୍ରୀ ମଙ୍ଗରାଜ … Continue reading ପିପିଲି ଆସନ ଦଖଲ ପାଇଁ ମହାଲଢ଼େଇ